ରାସ୍ତା ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ସଦର ବିଧାୟକ

ବାଲେଶ୍ୱର(ସରୋଜ ପଣ୍ଡା):  ସଦର ନିର୍ବାଚନମଣ୍ଡଳୀରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବାରେ ବିଧାୟକ ମାନସ କୁମାର ଦତ୍ତଙ୍କ ଅବିରତ ଉଦ୍ୟମ ଜନସାଧାରଣଙ୍କ ସୁଫଳ ପ୍ରଦାନରେ ସହାୟକ ହୋଇଛି ।

Read more

Advertisement

ଏବେ ଏବେ