ରୋଟାରୀ ସଦ୍‌ଭାବନା ସମ୍ମାନ ପାଇଲେ ସେକ୍ ଜଲାଲଉଦ୍ଦୀନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ଗ୍ରାମର ସମାଜସେବୀ ସେକ୍ ଜଲାଲଉଦ୍ଦୀନଙ୍କୁ ଭଦ୍ରକ ରୋଟାରୀ କ୍ଲବ ପକ୍ଷରୁ ‘ରୋଟାରୀ ସଦଭାବନା ସମ୍ମାନ-୨୦୨୫’ରେ ସମ୍ମାନୀତ କରାଯାଇଛି ।

Read more

Advertisement

ଏବେ ଏବେ