ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପ୍ରଶାନ୍ତ କୁମାର ସାହୁଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ
କଟକ,(ଓ୍ବାଇଏନଏସ): ପ୍ରାୟ ତିନି ଦଶନ୍ଧି ପୂର୍ବେ ପୋଷ୍ୟ ପିତାମାତାଙ୍କ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପ୍ରଶାନ୍ତ କୁମାର ସାହୁଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
Read more