ସେଣ୍ଟ ଜାଭିୟର ସ୍କୁଲରେ ଶ୍ରଦ୍ଧାଞ୍ଜଳୀ ସଭା

ହାଟଡିହି (ଓ୍ବାଇଏନଏସ): ବାଲେଶ୍ଵର ଏଫ୍ ଏମ କଲେଜରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଆତ୍ମହୁତି କରି ମୃତ୍ୟୁବରଣ କରିଥିବା ସୋମ୍ୟାଶ୍ରୀ ବିଶି ଙ୍କ ଅମର ଆତ୍ମାର ସଡଗତି ନିମନ୍ତେ ସେଣ୍ଟ ଜାଭିୟର ସ୍କୁଲ ଚଣ୍ଡୀ ବିରଞ୍ଚିପୂର୍ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲର ପ୍ରତିଷ୍ଠାତା ଇଂ ଉଦୟନାଥ କରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ସ୍ୱର୍ଗତ ସୋମ୍ୟାଶ୍ରୀ ବିଶି ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତୀ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ