ଜିଲ୍ଲାପାଳଙ୍କ ଜନଶୁଣାଣିରେ ଥାନା ଅଧିକାରୀଙ୍କ କାର୍ଯ୍ୟକଳାପ ବିରୋଧ୍ୟରେ ଅଭିଯୋଗ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ବାରିପଦାର ଲାଳାବଜାରରେ ଅଞ୍ଚଳରେ ବସ ବସ କରୁଥିବା ଦୀପକ ପାଣିଗ୍ରାହୀଙ୍କ ଘରକୁ ଲାଗିଥିବା ଗୌରାଙ୍ଗ ଏବଂ ଶକୁନ୍ତଳା ପାଣିଗ୍ରାହୀଙ୍କ ଘର. ଗୌରାଙ୍ଗ ଏବଂ ଶକୁନ୍ତଳା ଶେଷ 10 ଅଗଷ୍ଟ 2024ରେ ନିଜ ଜମି ବିକ୍ରି ତାଙ୍କ ପୋଡ଼ସୀ ବାରିପଦା ମୁନିସିପାଲିଟି କଣ୍ଟ୍ରାକଟର “ମୋହମଦ ସାଦବ ଔରାଫ ରାଜା ଖାନ” କୁ ବିକ୍ରି କରି ଦେଇ ଘର ଛାଡି ଯିବା ପରେ ବିକ୍ରି ର ଏକ ମାସ ପରେ ଦିନେ ହଟାତ ଆସି ଦୀପକ ପାଣିଗ୍ରାହୀ ଙ୍କ ଘର ପଛ ଜାଗାକୁ ଗେଟ ଖୁଲିବା ପାଇଁ ଗଣ୍ଡଗୋଳ କରିଥିଲେ. ମାରପିଟ କରିଥିଲେ. ପୀଡିତ ପାଣିଗ୍ରାହୀ ଯାଇ ଥାନର ଦ୍ୱାରସ୍ଥ ହେବାରୁ ତାଙ୍କୁ ଟାଉନ ଥାନ ଅଧିକରୀ ଖରାପ ବେବହାର କରି ଥିଲେ ଏବଂ ତା ପରଦିନ ଦିନ 12 ଟା ସମୟରେ କୋଣସି ଅଦେଶେ ନଦେଖାଇ. ପୋଲିସ କର୍ମଚାରୀଙ୍କ ସମୁଖରେ ପାଣିଗ୍ରାହୀଙ୍କ ଘର ଗେଟ ଏବଂ ଆସବାପତର ଭାଙ୍ଗିବା ସହ ନଷ୍ଟ ମଧ୍ୟ କରିଥିଲେ, ଏହି ଘଟଣା ବେଆଇନ ଭାବରେ ହୋଇଥିବାରୁ ଟାଉନ ଥାନା ଅଧିକାରୀ ସୁମିତ ସରେନଙ୍କ ବିରୋଧରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଜନଶୁଣାଣିରେ ତାଙ୍କ କାର୍ଯ୍ୟକଳାପ ବିରୋଧ୍ୟରେ ଅଭିଯୋଗ କରିବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଲିଖିତ ଜଣାଇ ଥିଲେ