ୱାରେଣ୍ଟ ବଳରେ ଯୁବକ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପୋଲିସ ସୋମବାର ବଡ଼କେଳାଝୁରି ଗ୍ରାମର ସଞ୍ଜୟ ପ୍ରଧାନ ଙ୍କୁ ୱାରେଣ୍ଟ ବଳରେ ଗିରଫ କରି ଦିଗପହଣ୍ଡି କୋର୍ଟ କୁ ଚାଲାଣ କରିଛନ୍ତି।ଜି.ଆର ମାମଲା ନଂ.୧୪୭/୦୮ ଅନୁଯାୟୀ ଦିଗପହଣ୍ଡି କୋର୍ଟ ପକ୍ଷରୁ ଅଭିଯୁକ୍ତ ଙ୍କ ନାଁ ରେ ୱାରେଣ୍ଟ ଜାରି କରାଯାଇଥିଲା।ରବିବାର ସନ୍ଧ୍ୟାରେ ନୂଆପଡ଼ା ପୋଲିସ ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ