କେନ୍ଦ୍ରାପଡ଼ା ଅଜଣାବ୍ୟକ୍ତିଙ୍କ ଶବ ଗଛରେ ଝୁଲୁଛି 28/01/2021 YWPSENU8 0 Comments ଅଜଣାବ୍ୟକ୍ତିଙ୍କ ଶବ ଗଛରେ ଝୁଲୁଛି କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମପଂଚାୟତର ଗଇଦୁଆସ୍ଥିତ ବିଶିବିଲ ପାଟରେ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଏକ ଗଛ ଡାଳରେ ଝୁଲୁଥିବାର ଦେଖିବାକୁ ମିଳିଛି । ଖବର ପାଇ ନିକିରାଇ ଥାନା ପୋଲିସ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଥିବା ସୂଚନା ମିଳିଛି । Spread the love