ଅନୁଗୋଳରେ ନିର୍ବାଚନ ପାଇଁ ପୁଲିସର ଫ୍ଳାଗ୍ ମାର୍ଚ୍ଚ୍

ଅନୁଗୋଳ, : ଅନୁଗୋଳ ଜିଲ୍ଲା ରେ ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋର୍ ଧରିଥିବା ବେଳେ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବାପାଇଁ ପୁଲିସ ପକ୍ଷରୁ ଆଜି ରବିବାର ସହର ଉପକଣ୍ଠରେ ଏକ ଫ୍ଳାଗ୍ ମାର୍ଚ୍ଚ୍ ଅନୁଷ୍ଠିତ ହୋଇଯାଇଛି କ୍ଷ ଆଇନ ଶୃଙ୍ଖଳା ବିପର‌୍ୟ୍ୟୟକୁ ଆଖି ଆଗରେ ରଖି କରଡ଼ାଗଓଡ଼ିଆ, ଜରାସିଂହା, କରତଡା, କୁଶାସିଂହା ପ୍ରଭୃତି ଗ୍ରାମରେ ଏହି କାର‌୍ୟ୍ୟକ୍ରମ ହୋଇଛି କ୍ଷ ମାଜିଷ୍ଟ୍ରେଟ ବିଚିତ୍ରାନନ୍ଦ ନାୟକ, ଅନୁଗୋଳ ଏସଡିପିଓ ଅଶ୍ଵିନି ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ ଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଏବଂ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ