ଅଫିସ ଅଫ ପ୍ରଫିଟ କମିଟିରେ ଅପରାଜିତା, ସସ୍ମିତ

ନୂଆଦିଲ୍ଲୀ : ସପ୍ତାଦଶ ଲୋକସଭା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦରେ ଜଏଣ୍ଟ କମିଟି ଅନ ଅଫିସ ଅଫ ପ୍ରଫିଟ ଗଠନ କରିଛନ୍ତି । ଡକ୍ଟର ସତ୍ୟପାଲ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଅଫିସ ଅଫ୍ ପ୍ରଫିଟ କମିଟିରେ ଲୋକସଭାର ୧୦ ଜଣ ଓ ରାଜ୍ୟ ସଭାର ୫ ଜଣ ସାଂସଦ ସ୍ଥାନ ପାଇଛନ୍ତି । କମିଟିରେ ଓଡ଼ିଶାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ସ୍ଥାନ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ