ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ବୈଠକ ଜୁଲାଇ୨ରେ

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) -କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ପରିଷଦ ବୈଠକ ଆସନ୍ତା ଜୁଲାଇମାସ ୨ତାରିଖ ପବିତ୍ର ନେତ୍ରୋତ୍ସବ ଦିନ ୧୨ଘଟିକା ସମୟରେ ଶ୍ରୀବଳଦେବଜୀଉଙ୍କ ଦେବୋତ୍ତର ସଂସ୍ଥା ଦ୍ୱାରା ପରିଚାଳିତ ଇଛାପୁରସ୍ଥିତ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ସଙ୍ଘର ସମସ୍ତ ସଦସ୍ୟ ସେହି ବୈଠକରେ ଯୋଗଦେବାକୁ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ