ଅରିନ୍ଦମ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ନିମାପଡାତା, (ସନ୍ତୋଷ ଦାଶ) କଟକ ଠାରେ ଓଟିଭି ର ସାମ୍ବାଦିକ ଅରିନ୍ଦମ ଦାସଙ୍କର ଏକ ଦୁର୍ଘଟଣା ରେ ଅକାଳ ବିୟୋଗ ଘଟିଛି । କର୍ତ୍ତବ୍ୟ କରୁଥିବାବେଳେସେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଅକାଳ ବିୟୋଗ ରେ ଚାରିଛକ ପ୍ରେସକ୍ଲବ ପକ୍ଷରୁ କ୍ୟାଣ୍ଡେଲ ଜାଳି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପ୍ରଥମେ ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରେସ କ୍ଲବର ସଭାପତି, ସଂପାଦକ, ଉପଦେଷ୍ଟା ଓ ସମସ୍ତ ସଭ୍ୟ ଯୋଗଦାନ କରି ତାଙ୍କ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ