“ଅରୂପା ” ପକ୍ଷରୁ ଭାରତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ମେଳା ଆୟୋଜିତ
ଭଞ୍ଜନଗର (ଯୁଗାବ୍ଦ ନ୍ୟୁଜ): ଗତ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ର ଜେଲ ପଡିଆରେ ସର୍ବ ଭାରତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ମେଳା “ଅରୂପା ” ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ, ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଓ ଓଡିଶା ର ବିଭିନ୍ନ ଜିଲ୍ଲାରେ ନିଜର ନାମକୁ ପ୍ରସିଦ୍ଧି ଲାଭ କରିସାରିଥିବା ଓମ ସଂଗୀତ ମେଲୋଡି ଗ୍ରୁପ ତରଫରୁ ଅତି ସୁନ୍ଦର ନାଚ ଓ ଗୀତ ର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲାò । ଉକ୍ତ କାର୍ଯ୍ୟକ୍ରମରେ ଓମ ସଂଗୀତ ମେଲୋଡି ଗ୍ରୁପ ର ସମସ୍ତ କଳାକାର ମାନେ ନିଜ ନିଜର ନୃତ୍ୟ ଓ ଗୀତ କୁ ଆକର୍ଷଣିୟ ଢଙ୍ଗ ରେ ଗତ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ର ଜେଲ ପଡିଆରେ ସର୍ବ ଭାରତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ମେଳା “ଅରୂପା ” ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ, ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଓ ଓଡିଶା ର ବିଭିନ୍ନ ଜିଲ୍ଲାରେ ନିଜର ନାମକୁ ପ୍ରସିଦ୍ଧି ଲାଭ କରିସାରିଥିବା ଓମ ସଂଗୀତ ମେଲୋଡି ଗ୍ରୁପ ତରଫରୁ ଅତି ସୁନ୍ଦର ନାଚ ଓ ଗୀତ ର ଏକ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲାି । ଉକ୍ତ କାର୍ୟ୍ୟକ୍ରମରେ ଓମ ସଂଗୀତ ମେଲୋଡି ଗ୍ରୁପ ର ସମସ୍ତ କଳାକାର ମାନେ ନିଜ ନିଜର ନୃତ୍ୟ ଓ ଗୀତ କୁ ଆକର୍ଷଣିୟ ଢଙ୍ଗ ରେ ପରିବେଷଣ କରିଥିଲେ । ଏହା ପୂର୍ବରୁ ଗତ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ର ଜେଲ ପଡିଆରେ ସର୍ବ ଭାରତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ମେଳା “ଅରୂପା ” ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ, ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଓ ଓଡିଶା ର ବିଭିନ୍ନ ଜିଲ୍ଲାରେ ନିଜର ନାମକୁ ପ୍ରସିଦ୍ଧି ଲାଭ କରିସାରିଥିବା ଓମ ସଂଗୀତ ମେଲୋଡି ଗ୍ରୁପ ତରଫରୁ ଅତି ସୁନ୍ଦର ନାଚ ଓ ଗୀତ ର ଏକ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲାି । ଉକ୍ତ କାର୍ୟ୍ୟକ୍ରମରେ ଓମ ସଂଗୀତ ମେଲୋଡି ଗ୍ରୁପ ର ସମସ୍ତ କଳାକାର ମାନେ ନିଜ ନିଜର ନୃତ୍ୟ ଓ ଗୀତକୁ ଆକର୍ଷଣିୟ ଢଙ୍ଗ ରେ ପରିବେଷଣ କରିଥିଲେି । ଏହା ପୂର୍ବରୁ ଗତ ୨ ଦିନ ପୂର୍ବେ ବରିଷ୍ଠ ସାମ୍ବାଦିକ ବାବୁଲା କୁମାର ପ୍ରଧାନ ଙ୍କୁ ଅରୂପା ର ନିର୍ଦ୍ଦେଶିକା ବିଦେଶିନୀ ଗୌଡ଼ ଓ ଅରୂପା ର ପରିଚାଳକଙ୍କ ଦ୍ୱାରା ଅଙ୍ଗ ବସ୍ତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ ଗତକାଲି ଅନ୍ୟାନ୍ୟ ବରିଷ୍ଠ ସାମ୍ବାଦିକ ମାନଙ୍କୁ ମଧ୍ୟ ଅଙ୍ଗ ବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା, ସେମାନେ ହେଲେ ପ୍ରଦୀପ କୁମାର ସ୍ୱାଇଁ , ରବୀନ୍ଦ୍ର କୁମାର ପାତ୍ର, ଜ୍ଞାନଚାନ୍ଦ ଜଗନ୍ନାଥ, ଜୟ କୃଷ୍ଣ ପଟ୍ଟନାୟକ, ରବୀନ୍ଦ୍ର କୁମାର ପ୍ରଧାନ, ଶିବ ଶଙ୍କର ଦାସ, ଏହା ସହିତ ଏହି କାର୍ୟ୍ୟକ୍ରମ ରେ ଅବସରପ୍ରାପ୍ତ ବନ ଅଧିକାରୀ ତଥା ବିଶିଷ୍ଟ ସମାଜସେବି ଅନୁପମ ବାନାର୍ଜୀ ଏବଂ ଅବସର ପ୍ରାପ୍ତ ବନ ବିଭାଗ ର କିରାଣୀ ତଥା ବିଶିଷ୍ଟ ସମାଜସେବି ଶୂଳ ପାଣି ଶତପଥି ମଧ୍ୟ ଯୋଗ ଦେଇଥିଲେି ।