ଆଇନ ଶୃଙ୍ଖଳା ଘଟଣା କୁ ନେଇ ବିଧାନସଭାରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ

(ଯୁଗାବ୍ଦ ନ୍ୟୁଜ) ପୁରୀ ଜିଲ୍ଲା ପଟ୍ଟନାୟକ ଛକରେ ଟ୍ରିପଲ ମଡର ଘଟଣା କୁ ନେଇ ଆଜି ବିଧାନସଭା ରେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିଷୟରେ ଉତ୍ତର ରଖିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଙ୍ଗ ଦେଇଥିଲେ । ବାଚସ୍ପତି ଙ୍କ ନିର୍ଦ୍ଦେଶପରେ ଆଜି ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ । ଟ୍ରିପଲ ମଡର ଘଟଣା କୁ ନେଇ ଗୃହ ରେ ହୋ ହାଲ୍ଲା କରିଥିଲେ ବିରୋଧୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ