ଆଜି ଚନ୍ଦ୍ରଗ୍ରହଣ ଦିନ ୩ଟାରୁ ପାକନିଷେଧ

(ଯୁଗାବ୍ଦ ନ୍ୟୁଜ) ପବିତ୍ର ବ୍ୟାସ ପୂର୍ଣ୍ଣିମା ରେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ରେ ୧୪୯ ବର୍ଷପରେ ଦୃଶ୍ୟମାନ ହେବ । ରାତି ୧ଟା୩୦ ମିନଟ ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ଭୋର ୪ଟାରେ ମୋକ୍ଷ ହେବ । ଏହି ସମୟରେ ଚନ୍ଦ୍ର ର ଅଧା ରୁ ଅଧିକ ପୃଥିବୀ ନିଜ ଛାଇ ରେ ଢାଙ୍କି ଦେବ । ଅରୁଣାଚଳ ପ୍ରଦେଶ ଓଉତ୍ତରପୂର୍ବ ଅଞ୍ଚଳ କୁ ଛାଡି ଦେଲେ ସାରା ଭାରତରେ ଦୃଶ୍ୟମାନ ହେବ । ଏହା ପୂର୍ବରୁ ୧୮୭୦ମସିହା ଜୁଲାଇ ୧୨ ରେ ଏଭଳି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ