ଆଜି ପବିତ୍ର ଉତ୍କଳ ଦିବସ ଓ ଯାଜପୁର ଜିଲା ପ୍ରତିଷ୍ଠା ଦିବସ

ଯାଜପୁର: କୋରୋନା ପାଇଁ ସାରାଦେଶରେ ଲକଡାଉନ ଚାଲିଥିବା ସମୟ ରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ପାଳନ କୁ ବନ୍ଦ କରିଛି ଯାଜପୁର ଜିଲା ପ୍ରଶାସନ । ମାତ୍ର ଏହି ଅବସରରେ ଯାଜପୁର ଜିଲାର ସମାଜସେବୀ ନିଶିଥ ଦାସ ଆଜି ସକାଳୁ ସଦର ମହକୁମାରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ନିଶିଥ ଜଣେ ଦେଶପ୍ରେମୀ ଗାନ୍ଧୀବାଦୀ ଭାବେ ସାରା ଯାଜପୁର ରେ ପରିଚିତ । ଏଥିସହ ନିଶିଥ କରୋନା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କୁ ଘରେ ରୁହନ୍ତୁ ଓ ନିଜ ପରିବାରକୁ ସୁସ୍ଥ ରଖନ୍ତୁ ବୋଲି ନିବେଦନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ