ଆନ୍ତର୍ଜାତିକ ପ୍ରତିଯୋଗିତାରେ ଛତ୍ରପୁରର ୪ ଜଣ ଛାତ୍ରଛାତ୍ରୀଙ୍କ ସଫଳତା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଭୁବନେଶ୍ୱରର ଧଉଳି କଲେଜ ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ତିନି ଦିନ ଧରି ତୃତୀୟ ଆନ୍ତର୍ଜାତିକ ଚିତ୍ରକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ସମ୍ଭାବନା ସ୍କୁଲ ଅଫ ଇନଷ୍ଟିଚ୍ୟୁଟ ଆର୍ଟ ଆଣ୍ଡ କ୍ରାଫ୍ଟର ୪ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ସେମାନେ ହେଲେ ସିଏଚ.ପୁରବୀ ଶୈଳଜା, ଶ୍ରାବଣୀ ପଣ୍ଡା, ପ୍ରତୀକ ମହାରଣା, ସ୍ୱୟଂ ଶୁଭମ ସାହୁ । ଗୁରୁ ତଥା ଚିତ୍ରଶିଳ୍ପୀ ରବୀନ୍ଦ୍ରନାଥ ଦାସଙ୍କ ନେତୃତ୍ୱରେ ଏମାନେ ପ୍ରତିଯୋଗିତାକୁ ଯାଇ କୃତିତ୍ୱ ହାସଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ