ଆନ୍ଧ୍ରପ୍ରଦେଶ ର ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ
(ଯୁଗାବ୍ଦ ନ୍ୟୁଜ) ଆଜି ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ଭାବେ ବିଶ୍ୱଭୂଷଣ ହରି ଚନ୍ଦନ ପଦ ଓ ଗୋପନୀୟତା ର ସହ ଶପଥ ଗ୍ରହଣ କରିଛନ୍ତି । ଏହି ଉତ୍ସବ ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡି ଉପସ୍ଥିତ ଥିଲେ । ଗତ ୧୬ ତାରିଖ ରେ ବିଶ୍ୱ ଭୂଷଣ ଙ୍କୁ ଆନ୍ଧ୍ରପ୍ରଦେଶ ର ନବ ନିଯୁକ୍ତ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଭବନ ରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।