ଆବିର୍ଭାବ ହେଲେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା
ଅନୁଗୋଳ (ଯୁଗାଦ୍ଧ ନିଜ୍ୟୁ) ଅନୁଗୋଳ ଜିଲ୍ଲା ତାଳଚେର୍ ଗୋପାଳ ପ୍ରସାଦ ଗ୍ରାମରେ ବିଖ୍ୟାତ ଦେବୀ ମା ହିଙ୍ଗୁଳା ଙ୍କର ଯାତ୍ରା ପୂର୍ବରୁ ଗୋପାଳପ୍ରସାଦ ଗ୍ରାମରେ ଆବିର୍ଭାବ ହୋଇଛନ୍ତି ମା ହିଙ୍ଗୁଳା ଙ୍କ ମନ୍ଦିରର ପଛ ପାଖରେ ମା ନିଜର ଅଗ୍ନିରୂପା ବେଶରେ ଆବିର୍ଭାବ ହୋଇ ଭକ୍ତ ମଣ୍ଡଳୀ ଙ୍କୁ ଦର୍ଶନ ଦେଇଛନ୍ତି କ୍ଷ ଆସନ୍ତା ୧୮ ତାରିଖ ଦିନ ମା ଙ୍କ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଆରମ୍ଭ ହେବ ଶହ ଶହ ଭକ୍ତ ମାଆ ଙ୍କ ଦର୍ଶନ ପାଇଁ ଉଭା ସ୍ଥଳକୁ ଯିବା ଆସିବା କରୁଛନ୍ତି,


