ଆମ୍ବର ମୂଲ୍ୟ ୫ ଶହ ଟଙ୍କା

ଗ୍ରୀଷ୍ମରେ ଆମ୍ବର ସ୍ୱାଦ ସମସ୍ତେ ଅଳ୍ପ ବହୁତେ ଚାଖିଥିବେ । ହେଲେ ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର କଠିୱାଡା ଅଞ୍ଚଳରେ ମିଳୁଥିବା “ନୁରଜାହାଁ’ ଶୁଦ୍ଧତାର ଲାଭ: ଈର୍ଷା, ତୃଷ୍ଣା, ଅଭିମାନ, କୁବିଚାର ଓ ପଞ୍ଚ କ୍ଳେଶକୁ ଛାଡ଼ିଲେ ଦୟା, କ୍ଷମା, ନମ୍ରତା, ସ୍ନେହ, ମିଷ୍ଟଭାଷୀ ଓ ତ୍ୟାଗ ଜନ୍ମ ନେଇଥାଏ । ଏହା ଦ୍ୱାରା ମନ ଓ ଶରୀରକୁ ଶକ୍ତି ମିଳିଥାଏ । ବିଚାର ଶକ୍ତିରେ ସକାରାତ୍ମକ ଭାବନା ଆସିଥାଏ । ରୋଗ ଓ ଅନାବଶ୍ୟକ ଅଭ୍ୟାସରୁ ମୁକ୍ତି ମିଳିଥାଏ । ନିରାଶା, ହତାଶା ଓ ନକାରାତ୍ମକ ଭାବନା ଦୂର ହୋଇ ବ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ । ପୂଜା ପୂର୍ବରୁ ଗାଧୋଇ ଶୁଦ୍ଧ ହେବା ଓ ଆଚମନ କରିବା ବହୁ ଲୋକଙ୍କୁ ଭଲ ଲାଗିନଥାଏ । ତେବେ ଏହା କେବଳ ଶାସ୍ତ୍ରରେ ଥିବା କିଛି ଲେଖା ନୁହେଁ । ବିଜ୍ଞାନ ସଙ୍ଗତ । ବିଜ୍ଞାନ ବି ମାନୁଛି ମନ ଓ ଶରୀରରେ ଶୁଦ୍ଧତା ରହିଲେ ଶରୀର ସୁସ୍ଥ ରହିବା ସହ ସକାରାତ୍ମକ ଭାବନା ଜାତ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ