ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡକ୍ୱ୍‌କର ଗଂଜୁଗୁଡା ଉପ୍ରା ବିଦ୍ୟାଳୟଠାରେ ଗଂଜୁଗୁଡା କ୍ଲଷ୍ଟ ଷ୍ଟୋର ପକ୍ଷରୁ ଦୁଇ ଦିନିଅଶା ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଉଦଯାପିତ ହୋଇ୍‌ଯାଇଛି ।ସିଆରସିସି ଚନ୍ରଭାନୁ ଭୋଇଙ୍କ ତତ୍ୱାବଧାନତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।,ପ୍ରଦୀପ ପ୍ରଜ୍ୱଳନ କରି ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା ଙ୍କ ଦ୍ୱାରା ଆୟମାରମ୍ଭ କରା୍‌ଯାଇଥିଲା । ସ୍ଥାନୀୟ କ୍ଲଷ୍ଟୋରର ସମସ୍ତ ବିଦ୍ୟାଳୟରଶିକ୍ଷକଶିକ୍ଷୟତ୍ରୀ ଦ୍ୱାରା ବିଭିନ୍ନ ଶିକ୍ଷଣ ସାମଗ୍ରୀ,ଶିଶୁ ଉପଯୋଗି ଖେଳନା ,ପ୍ରକଳ୍ପ,ଚିତ୍ରାଙ୍କନ,ମୃତିକା ଶିଳ୍ପ ଆଦି ପଦର୍ଶିତ ହଇଥିଲା ସାଧନା କର୍ମି ଡି ଶିଳ୍ପା,ଗାୟତ୍ରୀ ପାଳ ଓ ସଂଜିବ ବିନ୍ଧାଣୀଙ୍କ ସହଯୋଗରେ ଏହା ହୋଇଥିଲା ।ଅନ୍ୟ ସିଆସିସି ସୌଦାମିନୀ ସାହୁ,ଦୀପ୍ତିମୟୀ ପ୍ରଧାନ,ମନୋଜ ବେହେରା,ମାନସ ଓ ଅନ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ସଂଜିତ କୁମାର ପଟ୍ଟନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ