ଆରପାରିରେ ସ୍ୱାଧିନତା ସଂଗ୍ରାମୀ ମହମ୍ମଦ ବାଜି

ନବରଙ୍ଗପୁରର ସ୍ୱାଧିନତା ସଂଗ୍ରାମୀ ତଥା ଓ ସମାଜସେବୀ ମହମ୍ମଦ ବାଜିଙ୍କର ଗୁରୁବାର ୧୦୨ ବର୍ଷରେ ତାଙ୍କର ପରଲୋକ ହୋଇଯାଇଛ ିା ଭୂଦାନ ଆନ୍ଦୋଳନ ସମୟରେ ସେ ଆନ୍ଦୋଳନରେ ସକ୍ରିୟ୍ର ଥିଲେ । ୧୯୧୭ ମସିହା ଜାନୁୟାରୀ ୨୮ ତାରିଖରେ ନବରଙ୍ଗପୁରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜୀବନରେ ସେ ମାତ୍ର ଦଶମ ଶ୍ରେଣୀ ପାଠ ପଢିବା ସହ ଅବିବାହିତ ଏବଂ ଶାକାହାରୀ ଥିଲେ । ତାଙ୍କ ଜୀବନରେ ସେ ନିଜକୁ ସମାଜସେବା ଓ ଆନ୍ଦୋଳନରେ ରେ ବ୍ରତୀ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ