ଆରୋଗ୍ୟ ଉପକେନ୍ଦ୍ର ଉଦଘାଟନ କଲେ ରବିନାରାୟଣ ନାଏକ

ଜମନକିରା, (ଲିପନ ନାଏକ):ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତ ରେ ୨୦୨୩/୨୪ ରେ ୩୨ ଲକ୍ଷ ଟଙ୍କା ରେ ନିର୍ମିତ ହୋଇଥିବା ଆରୋଗ୍ୟ ଉପକେନ୍ଦ୍ର କୁ ଆଜି ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଉଦଘାଟନ କରି ଟିକିବା ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର ଶମ୍ବୁଖ ରେ ହେଉଥିବା ପ୍ରାଣୀସମ୍ପଦ ମେଳା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଉପଜିଲ୍ଲାପାଳ ଗୌରଭ ମୟ ପ୍ରଧାନ, ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠୀ, ତହସିଲଦାର ହରେକୃଷ୍ଣ ବରିହା ଟିକିବା ସରପଞ୍ଚ ମମତା ଭେଙ୍ଗ୍ରା ଏବଂ ଡ଼କ୍ଟର ସରୋଜ କୁମାର ସାହୁ ପ୍ରମୁଖ ସନମାନିତ ଅତିଥି ଭାବେ ଯୋଗଦେଇ ପ୍ରାଣୀ ସମ୍ପଦ ର ଉପକାରିତା, ରକ୍ଷଣ ବେକ୍ଷଣ ପଶୁ ପାଳନ ପକ୍ଷୀ ପାଳନ କରି କିପରି ଲାଭବବାନ ହେବେ ଏବଂ ପ୍ରଶାସନ ଗୋ ପାଳନ, କୁକୁଡ଼ା ପାଳନ, ଘୁଷୁରୀ ପାଳନ ରେ କିପରି ସହାୟତା ଯୋଗାଉଛି ତାହା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ