ଆର୍ଯ୍ୟପଲ୍ଲୀ ହାଇସ୍କୁଲରୁ ଇନ୍‌ଭେଟର ଓ ବ୍ୟାଟେରୀ ଚୋରି

ଛତ୍ରପୁର,(ଦେବଦତ୍ତ ମହାରଣା) : ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଆର୍ଯ୍ୟପଲ୍ଲୀ ହାଇସ୍କୁଲରୁ ଦୁର୍ବୃତ୍ତମାନେ ଇନ୍‌ଭେଟର ଓ ବ୍ୟାଟେରୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ରବିବାର ବିଦ୍ୟାଳୟ ବନ୍ଦ ଯୋଗୁଁ କିଛି ଦୁର୍ବୃତ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଗୃହର ତାଲା ଭାଙ୍ଗି ଇନ୍‌ଭେଟର ଓ ବ୍ୟାଟେରୀ ଚୋରି କରି ନେଇଯାଇଛନ୍ତି । ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ଓ କିରାଣୀ ବି.ସିମାଦ୍ରୀ ଏତଲା ଦେବା ପରେ ପୁଲିସ ପହଞ୍ଚି ତଦନ୍ତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ