ଆର ପାରିରେ ସିନେ ପ୍ରଯୋଜକ କେଶବ ରାଉତ
ଯୁଗାବ୍ଦ ନ୍ୟୁଜ -ଓଡିଆ ସିନେ ଜଗତ କୁ ହିଟ ଫିଲ୍ମି ଦେଇଥିବା କେଶବ ରାଉତ ଆଉ ନାହାଁନ୍ତି । ତାଙ୍କର କଟକ ସ୍ଥିତ ଶଙ୍କର ପୁର ବାସ ଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା ଓଡିଆ ଫିଲ୍ମ ସୁନାଚଢେଇ ଜରିଆରେ ଓଲିଉଡ ରେ ପାଦ ଥାପିଥିବା ଏହି ପ୍ରଯୋଜକ ଓଡିଆ ଫିଲ୍ମି ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ।