ଆଲବାନିଆରେ ଭୂକମ୍ପ: ୧୪ ମୃତ, ୩୨୫ ଆହାତ

ଟିରାନା: ଆଲବାନିଆରେ ମଙ୍ଗଳବାର ସକାଳେ ସମୟରେ ଏକ ଭୟଙ୍କର ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୁମିକମ୍ପର ତିବ୍ରତା ୬.୪ ଥିବା ଜଣାପଡିଛି । ଭୁମିକମ୍ପ ପ୍ରଭାବରେ ବହୁ କୋଠାବାହି ଭୁଷୁଡି ପଡିଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨୫ ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରେ କିଛି ବ୍ୟକ୍ତି ଗୁରୁତର ଅଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ପ୍ରଶାସନ ପକ୍ଷରୁ ଯୁଦ୍ଧ କାଳିନ ଭିତିରେ ଉଦ୍ଧାର କାର୍ଯ୍ୟଜାରୀ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ