ଆଶା ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଶା ଫାଉଣ୍ଡେସନ ତରଫରୁ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଖାରବେଳ ପାର୍କ ପରିସାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପୂର୍ବତନ ସାଂସଦ ତଥା ଯୋଜନା ଆୟୋଗର ସଦସ୍ୟ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଯୁବ ସମାଜକୁ ବୃକ୍ଷ ରୋପଣ କରିବା ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । ଶ୍ରୀଯୁକ୍ତ ନିଶିଥ ରଞ୍ଜନ ନନ୍ଦଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବୋଧ କୁମାର ସାହୁ, ବଟକୃଷ୍ଣ ଓଝା, ଶରତ ଚନ୍ଦ୍ର ବେହେରା, ଉଷାରାଣୀ ସାହୁ, ଯତୀନ୍ଦ୍ର ପ୍ରଧାନ, ଡ. ବୁଲୁ ମହାନ୍ତି, ନିରଞ୍ଜନ ସାହୁ, ସତ୍ୟନାରାୟଣ ଭୂଜବଳ ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ