ଆସାମ ବନ୍ୟା ରେ ବ୍ୟାପକ କ୍ଷୟ କ୍ଷତି

(ଯୁଗାଦ୍ଧ ନ୍ୟୁଜ୍)ଦେଶର ଅନେକ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି । କେତେକ ଅଂଚଳରେ ଏହା ବନ୍ୟାର ରୂପ ନେଲାଣି । ଲଗାଣ ବର୍ଷା ପ୍ରଭାବରେ ଆସାମର ପ୍ରାୟ ୧୫ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛ ।ଏହାସହ ରାଜ୍ୟରେ ଅନେକ ଘରଦ୍ୱାର ଭାଙ୍ଗି ଯାଇଛି । ବ୍ରହ୍ମପୁତ୍ର ନଦୀରେ ବନ୍ୟା ଆସିବା କାରଣରୁ ଏପରି ହୋଇଛି ।ଆସମରେ ଅନେକ ଛୋଟବଡନଦୀ ଯଥାଦିଖୁ , ଜିୟା , ଭରାଲୀ , ପୁତିମାରୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ