ଇଚ୍ଛା ଅନୁସାରେ ଆଗକୁ ବଢ଼ିବ ନାଗରିକତା ସଂଶୋଧନ ଆଇନ-ପଞ୍ଜାବ ସରକାର

ଚଣ୍ଡୀଗଡ଼- କେରଳପରେ ପଞ୍ଜାବ ନାଗରିକତା ସଂଶୋଧନ ଆଇନକୁ ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ ଡକାଇ ପ୍ରସ୍ତାବ ଆଗତ କରିଛନ୍ତି। ପଞ୍ଜାବ ସରକାର ଘୋଷଣା କରିଥିଲା ଯେ, ସିଏଏ, ଏନଆରସି ଏବଂ ଏନପିଆର ପ୍ରସଙ୍ଗ ସଦନର ଇଚ୍ଛା ଅନୁସାରେ ଆଗକୁ ବଢ଼ିବ । କାରଣ ଏଥିଯୋଗୁ ଦେଶର ଧର୍ମ ନିରପେକ୍ଷତା ବିପଦରେ ପଡ଼ିବା ଆଶଙ୍କା ଉପୁଜିଛି । ସୂଚନାଯୋଗ୍ୟ, ପଞ୍ଜାବ ପୂର୍ବରୁ କେରଳ ବିଧାନସଭାରେ ସିଏଏ ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ