ଇଣ୍ଡିକାକୁ ପିଟିଲା ପିକଅପ୍ ଭେନ ; ଅଳ୍ପକେ ବର୍ତିଲେ ଦୁଇ ଚାଳକ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଆଜି ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ଅଂଳାଡୁବା ରାସ୍ତାର ବାଦାମବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏକ ଇଣ୍ଡିକା ଗାଡ଼ି ଜେଏଚ ୦୫ ଏଲ ୯୨୯୩ କୁ ସିମେଣ୍ଟ ବୋଝେଇ ପିକ ଅପ୍ ଭେନ ଓଡ଼ି ୧୧ଏନ ୪୬୮୧ପିଟିବା ଫଳରେ ଇଣ୍ଡିକାଟି ଚୁରମାର ହେଇ ଯାଇଥିଲା ।ଦୁଇ ଚାଳକ ଅଳ୍ପକେ ବର୍ତ୍ତିଛନ୍ତି ।ଖବର ପାଇ ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଗାଡ଼ିକୁ ଦୁଇଟିକୁ ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ