ଇସ୍ତଫା ଦେଇଥିବା ବିଧାୟକ ବାଚସ୍ପତି ଙ୍କୁ ଭେଟିବା ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ;ସୁପ୍ରିମ କୋର୍ଟ

(ଯୁଗାବ୍ଦ ନ୍ୟୁଜ )କର୍ଣ୍ଣାଟକ ରେ ଚାଲିଥିବା ରାନୈତିକ ଡ୍ରାମା ନୂଆ ମୋଡ ନେବାକୁ ଅଛି । କର୍ଣ୍ଣାଟକ ବିଧାନସଭା ର ଇସ୍ତଫା ଦେଇଥିବା ବିଧାୟକ ଙ୍କୁ ସନ୍ଧ୍ୟା ସୁଧା ବାଚସ୍ପତି ରମେଶ କୁମାର ଙ୍କୁ ଭେଟିବେ ବୋଲି ଯୋଜନା କରିଛନ୍ତି । ଆଜି ସୁପ୍ରିମ କୋର୍ଟ ଇସ୍ତଫା ଦେଇଥିବା ବିଧାୟକ ଙ୍କୁ କଡା ନିର୍ଦ୍ଧେଶ ଦେଇଛନ୍ତି । ଏଥି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଦେଶର ସର୍ବୋଚ୍ଚ ନ୍ୟାୟଳୟ ରାଜ୍ୟ ପୋଲିସ କୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ ଙ୍କ ଇସ୍ତଫା ସଂକ୍ରାନ୍ତ ବାଚସ୍ପତି ଙ୍କ ନିଷ୍ପିତି ଆସିବା ପରେ ପରବର୍ତ୍ତି ଶୁଣାଣି କରିବେ ସୁପ୍ରିମକୋର୍ଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ