ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ସୋୟାବିନ୍
ସୋୟାବିନରେ କାର୍ବୋହାଇଡ୍ରେଟ୍, କ୍ୟାଲସିୟମ, ଆଇରନ୍ ଏବଂ ଫରଫରସ ପ୍ରଚୁର ପରିମାଣରେ ଥାଏ । ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ମଜଭୁତ କରେ ଏବଂ ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସହାୟକ ହୁଏ । ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀମାନେ ପ୍ରତିଦିନ ସୋୟାବିନ ଖାଆନ୍ତୁ । ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହେ । ଗର୍ଭବତୀ ମହିଳାଙ୍କ ପାଇଁ ସୋୟାବିନ୍ ଅତ୍ୟନ୍ତ ସାବ୍ୟସ୍ତ ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ସୋୟାବିନ ଉପଯୋଗୀ । ଏହା ସହ ପେଟ ସମସ୍ୟ, ହୃଦ୍ ସମସ୍ୟା ଥିଲେ ପ୍ରତିଦିନ ସୋୟାବିନ୍ ଖାଆନ୍ତୁ ।


