“ଉଡ୍ର” ତରଫରୁ ସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀରେ ନୂତନ ବସ୍ତ୍ରବଂଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଆସିନେ ଜଗତରବର୍ଷିଆନ ଲୋକପ୍ରିୟ ଅଭିନେତ୍ରୀ ସ୍ୱର୍ଗତାଃ ଅନିତା ଦାସଙ୍କ ଜନ୍ମଦିନ ଅକ୍ଟୋବର ୧। ସେହି ଦିନକୁ ମନେ ରିଖିବା ପାଇଁ ଆଜି“ଉଡ୍ରଚାରିଟେବୁଲ୍‌ଟ୍ରଷ୍ଟ”ର ପରାମର୍ଶଦାତା ତଥା “ମୋକଲେଜ” ଅଧ୍ୟକ୍ଷ (ଓଡିଶାସରକାର) ଆକାଶ ଦାସନାୟକଙ୍କ ନେତୃତ୍ୱରେ “ଉଡ୍ର”ତରଫରୁ ଭୁବନେଶ୍ୱର ମହାନଗର ନିଗମ, ୱାର୍ଡ ନଂ-୮ (ଚନ୍ଦ୍ରଶେଖରପୁର) ସ୍ଥିତସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀ“ଜାତୀୟସହରାଂଚଳଜୀବିକାମିଶନ୍‌”ର ସମସ୍ତ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲ।। ଆଶ୍ରୟସ୍ଥଳୀର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ “ଉଡ୍ରଚାରିଟେବୁଲଟ୍ରଷ୍ଟ”ର ଏହା ଥିଲା ଏକ ନିଆରା ପ୍ରୟାସ । ସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀର ଅନ୍ତେବାସୀମାନେ ସ୍ୱର୍ଗତାଃ ଅନିତା ଦାସଙ୍କଜନ୍ମଦିନକୁମନେ ପକାଇବାସହିତଶ୍ରଦ୍ଧାଞ୍ଜଳୀଜ୍ଞାପନପୂର୍ବକସ୍ମୃତିଚାରଣକରିଥିଲେ ।ସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀର ଅନ୍ତେବାସୀମାନେ ସ୍ୱର୍ଗତାଃ ଦାସଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନାକରିଥିଲେ । ଏହିବସ୍ତ୍ରବଂଟନ କାର୍ଯ୍ୟକ୍ରମରେ “ଉଡ୍ରଚାରିଟେବୁଲଟ୍ରଷ୍ଟ”ରପରାମର୍ଶଦାତା ଆକାଶ ଦାସନାୟକ, ସଂପାଦିକାଶୁଭ୍ରାଜ୍ୟୋତି ଦାସନାୟକ, ଭୁବନେଶ୍ୱର ଉତର ବିଧାୟକସୁଶାନ୍ତ କୁମାରରାଉତ, ଶୁଭଶ୍ରୀମଙ୍ଗରାଜ, ବୈଷ୍ଣବ ଚରଣଭୋଳ, ଦେବୀପ୍ରସାଦ ମଙ୍ଗରାଜ, ସତ୍ୟସୁମନ, ଅସିତ୍‌ସାହୁ,କିଶୋର ଦାସ, ଭାଗ୍ୟଧର ସାମଲ, ସଂଘମିତ୍ରା ପ୍ରମୂଖ ଉପସ୍ଥିତରହି ଏଥିରେ ସହଯୋଗକରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ