ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ନାଉଗାଁ, (ଓ୍ବାଇଏନ୍ଏସ୍) :ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ନାଉଗାଁ ବ୍ଳକରେ ପାଳିତ ହୋଇଯାଇଛି । ଏହି ମହାନ ତିଥି ଅବସରରେ ନାଉଗାଁ ବଜାରସ୍ଥିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ଯୁବ ସଂଗଠକ ସୁନିଲ ମାଟିଆଙ୍କ ନେତୃତ୍ୱରେ ପଦ୍ମଚରଣ ରାଉତ, ସୌମ୍ୟସଂଜୀବ ଦାସ, ନାରାୟଣ ଲେଙ୍କା, ଅଶୋକ ସାହାଣୀ, ନିଳାନ୍ଦ୍ରୀ ବାରିକ ପ୍ରମୁଖ ଯୋଗ ଦେଇ ପୁଷ୍ପମାଲ୍ୟ ଓ ଧୂପ ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ