ଋାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଉଦ୍ଧବ
ଉଦ୍ଧବ ଠାକ୍ରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ି କେବେ ପୂରଣ ହେବ ନାହିଁ ଅଭିଭାଷଣରେ କହିଥିଲେ । ଦେଶଦ୍ରୋହ ଆଇନ ସମାପ୍ତ କରିବାର ଘୋଷଣାକୁ ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ରାହୁଲ ଗାନ୍ଧୀ ଉପରେ ବର୍ଷିଥିଲେ । ତାଙ୍କର ଆଶା କେବେ ପୂର୍ଣ୍ଣହେବ ନାହିଁ ବୋଲି କହିଥିଲେ । ପୁଣୀ ଥରେ ଦେଶଭକ୍ତ ମୋଦୀ ଭାରତରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଉଦବୋଧନରେ କହିଥିଲେ ।


