ମେ ୩୦ ରୁ ଆଇପିଏଲ

୨୦୧୯ ଆଇସିସି କ୍ରିକେଟ ମେ ୩୦ ରୁ ଆରମ୍ଭ ହେବାକୁ ଯାଉଛି । ଇଂଲଣ୍ଡ ୱେଲ୍ସରେ ହେବାକୁ ଥିବା ଦଳ ଘୋଷଣା ପାଇଁ ସମୟଦୀମା ୨୩ ତାରିଖ ପର୍ଯ୍ୟନ୍ତ ଆଇସିସି ଧାର୍ଯ୍ୟ କରିଛି । ଚଳିତ ୧୫ ତାରିଖରେ ବିଶ୍ୱକପ ଦଳ ଘୋଷଣା କରାଯିବ ବୋଲି ସୋମବାର ବିସିସିଆଇ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଆଇପିଏଲ ଓ ବିଶ୍ୱକପ ମଧ୍ୟରେ ସପ୍ତାହରେ ଅନ୍ତର ରହିଛି । ତେଣୁ ଆଇପିଏଲର ସିଜନ ୧୨ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଗୁଡିକୁ ଦୁରେଇ ପାରନ୍ତି । ଭାରତ ବିଶ୍ୱକପ ଖେଳିବା ସୁନିଶ୍ଚିତ ହୋଇଯାଇଛି । ଏହି କଥା ବାରମ୍ଭାର ମିଡିଆ ସାମ୍ନାରେ ଅଧିନାୟକ ବିରାଟ କୋହିଲି କହିସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ