ଏକ ସ୍କୋୟାର ଇଞ୍ଚର କ୍ୟାମେରା

ଆମେରିକୀର ହମାଚେର ଶୋଲେମେମର ନାମକ କମ୍ପାନୀ ତିଆରି କରିଛି ମାତ୍ର ଏକ ସ୍କୋୟାର ଇଞ୍ଚର କ୍ୟାମେରା । ଯାହାର ଓଜନ ମାତ୍ର ୨୮ ଗ୍ରାମ । ଏହି କ୍ୟାମେରା । ଯାହାର ଓଜନ ମାତ୍ର ୨୮ ଗ୍ରାମ । ଏହି କ୍ୟାମେରା ଦେଖିବାକୁ ସିନା ଏତେ ଛୋଟ । କିନ୍ତୁ ତାହାର କମ ଯେ କେତେ ବଡ ତାହା ଜାଣନ୍ତୁ । ଏହି କୁନି କ୍ୟାମେରାକୁ ଆପଣ ଗେଟିଏ ଆଙ୍ଗୁଠି ଉପରେ ରଖିପାରିବେ । ତେବେ ଏହା ଦୁଇ ମେଗାପିକ୍ସେଲର ଇମେଜ୍ ନେଇ ପାରିବ । ଏହା ମଧ୍ୟ ଭିଡିଓ ସୁଟ୍ କରିପାରିବ । ଏହି ଛୋଟ କ୍ୟାମେରାର ମୂଲ୍ୟ ୯୯.୯୫ ଡଲାର ହୋଇଥିବା ବେଳେ ଏଥିରେ ୧୬୦୦/୧୨୦୦ ରିଜୋଲୁୟସନର ଜେପିଇଜି ଇମେଜ୍ ଉଠାଯାଇପାରିବ । କେତେ ଛୋଟିଆ ହେଲେ ବି ବଡ କ୍ୟାମେରା ପରି କାମ କରୁଥିବା ଏହି କ୍ୟାମେରାକୁ ନେଇ କମ୍ପାନୀର ଜେନେରାଲ୍ ମ୍ୟାନେଜର ଫ୍ରେଣ୍ଡ ବର୍ନ୍ସ ବଜାରରେ ଏହା ସଫଳତା ଲାଭ କରିବା ବୋଲି ଖୁବ୍ ଆଶାୟୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ