ଏନ୍‌ଆରଜିଏମ୍ କାର୍ଯ୍ୟ ବେଳେ ଘଟିଲା ବସ୍ଫୋରଣ, ୩ ଶ୍ରମିକ ଆହତ

କବିସୂର୍ଯ୍ୟନଗର, (ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଉଁଶିଆ ବି.ନୂଆପଲ୍ଲୀ ଗ୍ରାମରେ ଏନ୍‌ଆର୍‌ଜିଏମ୍ ଯୋଜନାରେ ପୋଖରୀ ଖନନ କାର୍ଯ୍ୟ ଚାଲୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ସେଠାରେ କାର୍ଯ୍ୟ କରୁଥିବା ୩ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିିଛି । ବିସ୍ଫୋରଣ ଘଟିଥିବା ସ୍ଥାନରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଘଟଣାର ଅନସନ୍ଧାନ ଚଳାଇଥିବା ବେଳେ ସମସ୍ତ ଆହତ ଶ୍ରମିକଙ୍କୁ ପୋଲସରା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ