ଏୟାର ଷ୍ଟ୍ରଇକ କୁ ପରଦା ଉଠାଇଲେ ଇଟାଲୀୟ ସାମ୍ବାଦିକ
ପାକିସ୍ତାନ ର ବାଲାକୋଟ ଭାରତ କରିଥିବା ଏୟାର ଷ୍ଟ୍ରଇକ କୁ ନେଇ ଆର୍ନ୍ତଜାତିକ ସ୍ତରରେ ଭାରତ ବାଃ ବାଃ ନେଉଥିବା ବେଳେ ଏହାକୁ ନେଇ ଶାସକ ଓ ବିରୋଧି ପରସ୍ପର ଉପରେ ଆକ୍ଷେପ କରୁଥିବା ବେଳେ ଏହା ଉପରୁ ଆଜି ପରଦା ଉଠାଇଛନ୍ତି ଇଟାଲୀୟ ସାମ୍ବାଦିକ ଫ୍ରାନସିସ୍କା ମାରିନୋ କହିଛନ୍ତି ଯେ ଏହି ଆକ୍ରମଣ ରେ ଜøଶ-ଏ-ମହମ୍ମଦ ପ୍ରଶିକ୍ଷଣ ଶିବିରରେ ଥିବା ୧୭୦ ଆତଙ୍କବାଦୀ ନିହତ ହୋଇଥିବା ସେ କହିଛନ୍ତି । ସୂଚନା ଅନୁସାରେ ଜøଶ-ଏ-ମହମ୍ମଦ ର ମୁଖ୍ୟ ମାସୁଦ ଆଜାହାର କୁ ଆର୍ନ୍ତଜାତିୟ ଆତଙ୍କବାଦୀ ଘୋଷଣା କଲା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି ।