ଓଡିଶାରେ ନୂଆ ଆଡଭେକେଟ ଜେନେରାଲ ନିଯୁକ୍ତି କଲେ ମୁଖ୍ୟମନ୍ତ୍ରୀ
(ଯୁଗାବ୍ଦ ନ୍ୟୁଜ) ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ ପ୍ରଶାସନିକ ସ୍ତର ଠାରୁ ଆରମ୍ଭ କରି ଆଇନ ବ୍ୟବସ୍ତା ପର୍ଯ୍ୟନ୍ତ ସବୁଥିରେ ଆମୁଳଚୂଳ ପରିବର୍ତ୍ତନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ସେହି ଅନୁସାରେ , ଓଡଶା ସରକାର ନୂଆ ଆଡଭେକେଟ ଜେନେୋଲ ଭାବେ ବରିଷ୍ଠ ଆଇନଜୀବୀ ଅଶୋକ ପରିଜାଙ୍କୁ ନିଯୁକ୍ତି ମିଳିଛି ।ଶଯୁକ୍ତ ପରୀଜା ବାର କାଉନସିଲି ଅଫ ଇଣ୍ଡିଆର ଅଧ୍ୟକ୍ଷ ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ସହ ହାଉକୋର୍ଟବାର ଆଶୋସେସନର ସଭାପତି ଭାବେ କର୍ଯକରିଛନ୍ତି । ସେ ଆଇନ କ୍ଷେତ୍ରରେ ଅନ୍ସେଂସ୍କାର ସଂସ୍କାର ଆଣିଥିଲେ । ୧୯୮୪ ମସିହାରୁ ଆଇନ ବୃତ୍ତିରେ ଥିବା ଶରଗ୍ଧ ଶୀଯୁକ୍ତ ପରୀଜା ଉଭୟ ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଅନେକ ଗୁରୁତ୍ତ୍ୱପୁର୍ଣ୍ଣ ମାମଲା ପରିଚାଳନା କରିଆସିଛି । ନୂତନ ପଦବୀ ମିଳିବାପରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆଶା ପ୍ରକଟ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତିା