ଓଡିଶା ସରକାରଙ୍କ ନୋଟିସ କଲେ ସର୍ବୋଚ୍ଚ ନୟାଳୟ
ଲୁହାପଥର ଖଣି ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଦର୍ଶାଇ ଏକ ଜନସ୍ୱାର୍ଥ ମାମଲା ଆଇନଜୀବୀ ଏମ.ଏଲ ଶର୍ମା ରୁଜୁ କରିଥିଲେ ଓ ଦେଶର ସର୍ବୋଚ୍ଚ ନୟାଳୟ ଗତ ମଙ୍ଗଳବାର ଦିନ ଗୁରତ୍ୱପୁର୍ଣ ରାୟରେ ଓଡିଶା ସମେତ ତିନୋଟି ରାଜ୍ୟ ଯଥା କେନ୍ଦ୍ରସରକାର ଓ ସିବିଆଇକୁ ନୋଟିସ ଜାରିକରି ଜବାବ ମାଗିଛନ୍ତି ଓ
ଏହି ତିନୋଟି ରାଜ୍ୟ ମଧ୍ୟରେ ଓଡିଶା ସମେତ କର୍ଣାଟକ ଓ ଝାଡ଼ଖଣ୍ଡ ଓ ଏହି ମାମଲାରେ କୋର୍ଟକୁ ସହଯୋଗ କରିବା ପାଇଁ ବରିଷ୍ଠ ଆଇନଜୀବୀ ପି.ଏସ. ନରସିଂହଙ୍କୁ କୋର୍ଟମିତ୍ର ଭାବେ ନିଯୁକ୍ତି କରିଛନ୍ତି ଓ ଏଠାରେ ପ୍ରକାଶ ଥାଉକି, ଲୁହାପଥର ଖଣି ଆବଣ୍ଟନରେ ୭ଲକ୍ଷ କୋଟି ଟଙ୍କାର ଦୁର୍ନୀତ ହୋଇଥିବା ଅଭିଯୋଗକରି ଅଭଯୋଗ ଦର୍ଶଇଥିଲେ ,


