ଓଡିଶୀ ସଂଗୀତଜ୍ଞ ଏବଂ ଦାସକାଠିଆ ଶିଳ୍ପୀଙ୍କୁ ମିଳିବ ଉପେନ୍ଦ୍ର ଭଞ୍ଜ ସମ୍ମାନ

ଭୂବନେଶ୍ୱର,: ବିଶିଷ୍ଟ ଓଡିଶୀ ସଂଗୀତ ଶ୍ୟାମାମଣି ଦେବୀ ଏବଂ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହି ଙ୍କୁ ମିଳିବ ଓଡିଶା ସଂଗୀତ ନାଟକ ଏକାଡେମିିର ସର୍ବୋଚ୍ଚ ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ । ୨୦୧୭-୧୮ ବର୍ଷ ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ ମନୋନୀତ ହୋଇଥିବା ବେଳେ ୨୦୧୮-୧୯ ପାଇଁ ଗଂଜାମ ର ଉପେନ୍ଦ୍ର କୁମାର ପାଣିଗ୍ରାହି ମନୋନୀତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ