କଂଗ୍ରେସର ପ୍ରଶ୍ନ ଟ୍ରମ୍ପ କଣ ଭଗବାନ ?

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ନୋଡାଲ୍ଟ ଟ୍ରମ୍ପ । ତାଙ୍କୁ ଜଣାଇବା ନିମନ୍ତେ ଗୁଜୁରାଟର ଅହମ୍ମଦାବାଦ ବିମାନବନ୍ଦରରୁ ମୋଟେରା ଷ୍ଟାଡିୟମ୍ ମଧ୍ୟରେ ୭୦ ଲକ୍ଷ ଲୋକ ତାଙ୍କୁ ଖୁସିର ବାର୍ତ୍ତା ଜଣାଇବେ । ତେବେ ସରକାରଙ୍କ ଏଭଳି ଏଭଳି ଖବର ଶୁଣିବା ପରେ ସହଜରେ ହଜମ କରିପାରିନାହିଁ କଂଗ୍ରେସ । କଂଗ୍ରେସ ସାଂସଦ ଅଧିର ରଂଜନ ଚୈାଧୁରୀ ଟ୍ରମ୍ପ କଣ ଭଗବାନ କି ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ କଡା ସମାଲୋଚନ କରି ପରୋକ୍ଷରେ ଟ୍ରମ୍ପ କଣ ଭଗବାନ ବୋଲି ପ୍ରଶ୍ନ କରିଥିଲେ । ଟ୍ରମ୍ପ କେବେ ଭାରତର ହିତ ଚାହାନ୍ତି ନାହିଁ ବୋଲି କହିଥିଲେ । ଭାରତ ଗସ୍ତ ପୂର୍ବରୁ ଟ୍ରମ୍ପ ନିଜ ଦେଶର ଗଣମାଧ୍ୟମ ପ୍ରତିନିଧି କୁ ଭାରତ ସହ ଆମେରିକା ସହ ଭଲ ବ୍ୟବହାର କରିନାହିଁ ବୋଲି କହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପସନ୍ଦ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ