କଂଗ୍ରେସ ଦଳରୁ ଇସ୍ତଫା ଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ
ଅନୁଗୋଳ, : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳର ଗୋଷ୍ଠୀ କନ୍ଦଳ ସାମ୍ନାକୁ ସେତିକି ଆସୁଛି କ୍ଷ ଏମିତି ଏକ ଖବର ଖବର କାଗଜ ପୃଷ୍ଠା ମଣ୍ଡନ କରିଛି ଅନୁଗୋଳ ଜିଲା କଂଗ୍ରେସ ସଭାପତି ବିପ୍ଳବ ଜେନା ଙ୍କ ଦାଦା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କ୍ଷିତିଶ ଚନ୍ଦ୍ର ଜେନା ଙ୍କ ଇସ୍ତଫା କୁ ନେଇ କ୍ଷ ଶ୍ରୀ ଜେନା ନିଜର ଇସ୍ତଫା ପତ୍ର ଜିଲ୍ଲା ସଭାପତି ବିପ୍ଳବ ଜେନା ଙ୍କୁ ପ୍ରଦାନ କରିଛନ୍ତି କ୍ଷ ଶ୍ରୀ କ୍ଷିତିଶ ଚନ୍ଦ୍ର ଜେନା ବର୍ତମାନ ସୁଦ୍ଧା କୌଣସି ଦଳରେ ଯୋଗ ଦେଇ ନାହାନ୍ତି କ୍ଷ


