କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣାରେ : ୪ ଗିରଫ

ଗତ ୨୩ ତାରିଖ ରାତିରେ କିଛି ଦୁବୁର୍ତ୍ତ କଂଗ୍ରେସ ଭବନରେ ପଶି ଆକ୍ରମଣ କରିଥିଲେ । ଏହି ଘଟଣା ପରେ କଂଗ୍ରେସ ତରଫରୁ ଭୂବନେଶ୍ୱର କମିସନରେଟ ପୋଲିସ ନିକଟରେ କଂଗ୍ରେସ ତରଫରୁ ଅଭିଯୋଗ କରାଯାଇଥିଲା ଏହିିମାମଲାରେ ପୋଲିସ ଆଜି ୪ ଜଣଙ୍କୁ ଗିରଫ କରିଛି । କଂଗ୍ରେସର ଦଳୀୟ କର୍ମୀ କୈାଣସି ନେତା ଭଙ୍କାରୁଜାରେ ସାମିଲ ନାହାନ୍ତି ବୋଲି କହିଛନ୍ତି । ଭୂବନେଶ୍ୱର ଏକାମ୍ର ରେ ପ୍ରାର୍ଥୀ ଘୋଷଣା କରାଯିବା ପରେ ଏହି ପରି ତୁମୁଳକାଣ୍ଡ ଘଟିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ