କନ୍ଧୁଣିଦେଵୀ ଙ୍କ ଚତୃର୍ଥ ବାର୍ଷିକ ଉତ୍ସବ ପାଳନ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲା ସୀମାନ୍ତ ମୋହନା ବ୍ଲକ ର କନ୍ଧଗଣି ଛକ ନିକଟରୁ ଥିବା ମା କନ୍ଧୁଣିଦେବୀ ଙ୍କ କାର୍ତ୍ତିକ ପୂର୍ଣ୍ଣିମା ଓ ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ହୋଇଛି ଏହି ଅବସର ରେ କନ୍ଧଗଣି ଛକ ଠାରୁ ତପ୍ତପାଣି ଜାଇ କଳସ ଯାତ୍ରା କରି ଥିଲେ ଗଂଜାମ ଗଜପତି ଜିଲ୍ଲା ର ଶତାଧିକ ମହିଳା ପୁରୁଷ ମୂର୍ଦଙ୍ଗ ଘଣ୍ଟ ତାଲ ଓ ଆଦିବାସି ନୃତ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶାନ୍ତି ସୁଙ୍ଖଳା ରେ କଳସ ଯାତ୍ରା କରିଥିଲେ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବ ଶେଷ ଦୀନ ରେ ପୂର୍ଣା ଆହୁତି ପରେ ସଂଶୁକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୁଚନା ଦେଇଛନ୍ତି ପ୍ରରୀଚଳନା କମିଟି ପୂଜାର୍ଚ୍ଚନା କରିଥଲେ ପଣ୍ଡିତ ତରଣିସନ୍ ଦାଶ କର୍ତ୍ତା ଭାବେ ଚନ୍ଦ୍ର ଭାଇ ଭାଗ ନେଇଥିଲେ


