କବିସୂର୍ଯ୍ୟନଗର ବିଧ।ନସଭ। ନିର୍ବ।ଚନ ମଣ୍ଡଳୀରୁ ବିଜୟୀ ହେଲେ ବିଜେଡ଼ିର ଲତିକ। ପ୍ରଧ।ନ
କୋଦଳ। :(ଗୁଲସନ୍ କୁମ।ର କର) ଗଂଜ।ମ ଜିଲ୍ଲ। କବିସୂର୍ଯ୍ୟନଗର ନିର୍ବ।ଚନ ମଣ୍ଡଳୀକୁ ବିଜେଡି ପୁଣି ଥରେ କବ୍ଜ।କୁ ନେଇଛି। ପୂର୍ବରୁ ଲଗ।ତ।ର ୨ ଥର ଭି ସୁଜ୍ଞ।ନ କୁମ।ରୀ ଦେଓ ଏଠ।ରୁ ନିର୍ବ।ଚିତ ହୋଇ ଆସୁଥିବ। ବେଳେ ଚଳିତ ଥର ପ୍ରଥମ ଥର ପ।ଇଁ ବିଜେଡି ଟିକେଟ୍ ରେ ନିର୍ବ।ଚନ ଲଢିଥିଲେ ଲତିକ। ପ୍ରଧ।ନ। ଅନେକ ସମୟ ଧରି ଏହି ନିର୍ବ।ଚନମଣ୍ଡଳୀ ବିଜେଡି କବ୍ଜରେ ରହି ଆସିଛି ଏବଂ ଏବେ ମଧ୍ୟ ବିଜେଡି ହିଁ ନିଜ ଅକ୍ତିଆରକୁ ନେଇଛି। ର।ଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ କଡ। ମୁକ।ବିଲ। ହେଉଥିବ। ବେଳେ ଏହି ଆସନରୁ ଲତିକ। ପ୍ରଧ।ନ ବିଜୁ ଜନତ। ଦଳର ଟିକେଟ୍ ରେ ଲଢି ୯୨ ହଜ।ର ୨୧୩ ଖଣ୍ଡ ଭୋଟ୍ ପ।ଇ ବିଜୟୀ ହୋଇଛନ୍ତି। ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ର।ର୍ଥୀ ରଂଜନ ପଲେଇ ୪୩ ହଜ।ର ୧୩୮ ଖଣ୍ଡ ଭୋଟ ପ।ଇ ଦିତୀୟ ସ୍ଥ।ନରେ ରହିଥିବ। ବେଳେ କଂଗ୍ରେସର ତୃତୀୟ ସ୍ଥ।ନରେ ରହିଛି।କଂଗ୍ରେସ ପ୍ର।ର୍ଥୀ ବିଜୟ କୁମ।ର ସ।ହୁ ୫୭୧୫ ଖଣ୍ଡ ଭୋଟ ପ।ଇଛନ୍ତି। ନିର୍ବ।ଚନ ଜିତିବ। ପରେ ସମସ୍ତ ଶ୍ରେୟ ଜନତ।ଙ୍କର ବୋଲି କହିଛନ୍ତି ଲତିକ।। ମୁଖ୍ୟମନ୍ତ୍ରୀଙ୍କ ତ।ଙ୍କ ପ୍ରତି ଭରସ। ଓ ଦଲୀୟ କର୍ମକର୍ତ୍ତ।ଙ୍କ ଉତ୍ତମ ସ।ଂଗଠନିକ, ସର୍ବୋପରୀ କବିସୂର୍ଯ୍ୟନଗର ନିର୍ବ।ଚନ ମଣ୍ଡଳୀବ।ସୀକଂ ଭଲପ।ଇବ। ଯୋଗୁଁ ତ।ଙ୍କର ବିଜୟ ହୋଇଛି ଏବଂ କବିସୂର୍ଯ୍ୟନଗର ନିର୍ବ।ଚନ ମଣ୍ଡଳୀର ବିକ।ଶ ଧ।ର।କୁ ଅଧିକ ତ୍ବର।ନ୍ବିତ କରିବ।କୁ ସେ କ।ର୍ଯ୍ୟ କରିବେ ବୋଲି କହିଛନ୍ତି।