କରେଣ୍ଟ ନେଇଗଲା ଜୀବନ

ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ନିମିନା ଗ୍ରାମରେ ମୋଟର ପମ୍ପ ମରାମତି କାର‌୍ୟ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତ ପାଇ ଗୁରୁତର ଅବସ୍ଥାରେ ଆସ୍କା ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଯୁବକ ଜଣକ ହେଲେ ଜିତେନ୍ଦ୍ର ନାୟକ । ଗାଙ୍ଗପୁର ପୁଲିସ ଘଟଣାର ତଦନ୍ତ ଜାରିରଖିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ