କର୍ଣ୍ଣାଟକରେ ପଲିଟିକାଲ କ୍ରାଇସିସି ଜାରି
(ଯୁଗାବ୍ଦ ନ୍ୟୁଜ ) , ନିର୍ବାଚନ ସରିବା ଦିନଠାରୁ କର୍ଣ୍ଣାଟକ ରାଜନୀତିରେ ସବୁବେଳେ ଲାଗିରହିଛି ସଙ୍କଟ । ଦେଶରେ ଉନ୍ନତ୍ତତମ ରାଜ୍ୟ ରୁପେ ଗଣ।।ଉଥିବା କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗିରହିଛି । ଦିନ ଯେତେ ଗଡୁଛି , କଂଗ୍ରେସ ଓ ଜେଡିଏସ ମେଣ୍ଟରେ ସେତେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ମେଣ୍ଟରୁ ଦୁଇ ସ୍ୱାଧିନ ବିଧାୟକ ସୋମବାର ସମର୍ଥନ ପ୍ରତ୍ୟାହାର କରିନେବା ପରେ ଏବେ କୁମାରସ୍ୱାମୀ ସରକାର ସଂଖ୍ୟାଲଘୁରେ ପରିଣତ ହେବା ଉରେ । ସୁଚନାନୁସାରେ, ସ୍ୱାଧୀନ ବିଧାୟକ ଏଚ. ନାଗେସ ଓ ଆର. ଏଙ୍କର ମେଣ୍ଟ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ବୋଲି ଖେଲାଖୋଲି ଭାବେ ଘୋଷଣ କରିଛନ୍ତି । କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ମାନେ ମୁମ୍ବାଇର ତାରକା ହୋଟେଲରେ ଆତ୍ମଗୋନ କରିଥିବା ଜଚ୍ଚାଡିଛି । ଅନ୍ୟଟେ ରାଜନୀତିରେ କିଙ୍ଗମେକର ।ଲଟିଥିବା ବାଚସ୍ପତି କେ. ରାମେସ କୁମାରଙ୍କ ଉରେ ସମସ୍ତଙ୍କ ନଜର ରହିଛି । ସେ କହିଛନ୍ତି , ବିଧାୟକ ମାନଙ୍କ ସହିତ ଆଲୋଚନା ନ କରିବା ପ ସେ କୌଣସି ନିଷ୍ପତ୍ତି ଗ୍ରହମନ କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କରିଛନ୍ତି । ଯେହେତୁ ମୁଁ ସାମମ୍ବିଧାନିକ ପଦବୀରେ ଅଛି , ମୁଁ ସମ୍ବିଧାନ ଅନୁାୟୀ କରିବି । ବର୍ତ୍ତମାନ ସୁଦ୍ଧା କୈଣସି ବିଧ୍ୟାୟକ ମତେ ଭେଟିନାହାନ୍ତି । ମୁଁ ମୋ ର୍କ୍ୟାାଳୟରେ ଉପସ୍ଥିତ ଅଛି , ଯଦି କୌଣଁସି ବିଧାୟକଚାହିଁବେ ମତେ ଭେଟି ଆଲୋଚନା କରିପାରିବେ । ସଂଖ୍ୟାଗଣିତ ଉପରେ ନଜର କାଇଲେ । ସରକାରଙ୍କ ପାଖରେ ୧୦୩ ଜଣ ବିଧାୟକଙ୍କ ସମର୍ଥନ ରହିଥି । ଅନ୍ୟଟେ ବିରୋଧୀ ବିଜେପି ପାଖରେ ୧୦୫ ବିଧାୟକଙ୍କ ସହ ୨ ସ୍ୱାଧୀ ବିଧାୟକରଙ୍କୁ ମିଶାଇ ୧୦୭ଜଚ୍ଚଙ୍କର ସମର୍ଥନ ରହିଛି । ସଂଖ୍ୟାଗଣିତ ଉପରେ ନଜର ପକାଇଲେ ସରକାରଙ୍କ ପାଖରେ ୧୦୩ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଅନ୍ୟପଟେ ବିରୋଧୀ ବିଜେପି ପାଖରେ ୧୦୫ ବିଧାୟକଙ୍କ ସହ ୨ ସ୍ୱାଧୀ ବିଧାୟକରଙ୍କୁ ମିଶାଇ ୧୦୭ଜଚ୍ଚଙ୍କର ସମର୍ଥନ ରହିଛି ।