କଲିକତା ଫେରନ୍ତାଙ୍କୁ ଆଇସୋଲେସନରେ ରଖିଲା ପ୍ରଶାସନ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ପରିପେକ୍ଷୀରେ ଗତ ମାର୍ଚ୍ଚ ୨୮ ଓ ୨୯ ତାରିଖରେ କଲିକତାରୁ ଘରକୁ ଫେରିଥିବା ବ୍ୟକ୍ତି ମାନଙ୍କୁ ପ୍ରଶାସନ ଠାବ କରି ଆଇସୋଲେସନରେ ରଖାଇବାର ବ୍ୟବସ୍ଥା କରିଛନ୍ତି । ବନ୍ତ ବ୍ଲକର କିଛି ବ୍ୟକ୍ତି ଗତ ମାସରେ କଲିକତାରୁ ଘରକୁ ଫେରିଥିଲେ । ଏସମସ୍ତ ବ୍ୟକ୍ତି ମାନଙ୍କୁ ଠାବ କରାଯାଇ ମଙ୍ଗଳବାର ରାତିରେ ୬ ଜଣ ବ୍ୟକ୍ତିଙ୍କୁ ଘରୁ ଅଣାଯାଇ ଆଇସୋଲେସନ ସେଣ୍ଟରରେ ରଖାଯାଇଛି । ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି ପ୍ରଶାସନ ସୂତ୍ରରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ