କାକଟପୁର ନିର୍ବାଚନ ମଣ୍ତଳୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଶ୍ବ ଭୂଷଣ
କୋଣାର୍କ.କାକଟପୁର ନିର୍ବାଚନ ମଣ୍ତଳୀର କଂଗ୍ରେସ ପ୍ରାର୍ଥୀ ବିଶ୍ବ ଭୂଷଣ ଦାସ ଆଜି ନିଜ ସମର୍ଥକ ଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କରିବା ଶୋଭାଯାତ୍ରାରେ ବାହାରିଛନ୍ତି.ବିଶ୍ବଙ୍କୁ କାକଟପୁର ବାସୀ ବିପୁଳ ସମର୍ଥନ ଦେଇଥିବା ବେଳେ.ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି.ଚଳିତ ନିର୍ବାଚନରେ ବିଜେପି -ବିଜେଡିକୁ ଚେକ୍ ଦେଇ ସଫଳତାପାଇବେ ବୋଲି କହିଛନ୍ତି ବିଶ୍ବ.


